Advertisment

୨୦ ହଜାର ଟିକେଟ୍ ଗଲା କୁଆଡ଼େ ?

୧୨ ହଜାର ଟିକେଟ୍ ପାଇଁ ୫୦ ହଜାର ଲୋକଙ୍କ ସଂଘର୍ଷ…ଖରାକୁ ଖାତିର ନକରି ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଖୋଲା ଆକାଶ ତଳେ….ଧସ୍ତାଧସ୍ତି ହେଉଛନ୍ତି, ପୋଲିସର ଲାଠି ବି ଖାଉଛନ୍ତି । ତଥାପି ମନରେ ଆଶା ଟିକେଟ୍ ଖଣ୍ଡେ ମିଳିବ ମ୍ୟାଚ ଦେଖିବୁ। କିନ୍ତୁ ଓଡ଼ିଶାବାସୀଙ୍କୁ ଧୋକା ଦେଉଛି କିଏ ?

author-image
Pujarani Nayak
ଅଦ୍ୟତନ ହୋଇଛି
୨୦ ହଜାର ଟିକେଟ୍ ଗଲା କୁଆଡ଼େ ?

OR PAGE

୧୨ ହଜାର ଟିକେଟ୍ ପାଇଁ ୫୦ ହଜାର ଲୋକଙ୍କ ସଂଘର୍ଷ...ଖରାକୁ ଖାତିର ନକରି ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଖୋଲା ଆକାଶ ତଳେ....ଧସ୍ତାଧସ୍ତି ହେଉଛନ୍ତି, ପୋଲିସର ଲାଠି ବି ଖାଉଛନ୍ତି । ତଥାପି ମନରେ ଆଶା ଟିକେଟ୍ ଖଣ୍ଡେ ମିଳିବ ମ୍ୟାଚ ଦେଖିବୁ। କିନ୍ତୁ ଓଡ଼ିଶାବାସୀଙ୍କୁ ଧୋକା ଦେଉଛି କିଏ ?

Advertisment

Odisha Reporter Barabati Stadium