୧୨ ହଜାର ଟିକେଟ୍ ପାଇଁ ୫୦ ହଜାର ଲୋକଙ୍କ ସଂଘର୍ଷ...ଖରାକୁ ଖାତିର ନକରି ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଖୋଲା ଆକାଶ ତଳେ....ଧସ୍ତାଧସ୍ତି ହେଉଛନ୍ତି, ପୋଲିସର ଲାଠି ବି ଖାଉଛନ୍ତି । ତଥାପି ମନରେ ଆଶା ଟିକେଟ୍ ଖଣ୍ଡେ ମିଳିବ ମ୍ୟାଚ ଦେଖିବୁ। କିନ୍ତୁ ଓଡ଼ିଶାବାସୀଙ୍କୁ ଧୋକା ଦେଉଛି କିଏ ?
https://youtu.be/ne4TuxSBEU4