କୁଆଡ଼େ ଗଲା ବାରଙ୍ଗ କ୍ୟାନସର ହସ୍ପିଟାଲ?

୨୦୧୯ରେ ଫେବ୍ରୁଆରୀ ୧୭ ତାରିଖ। ଏଠାରେ ହେଲିକପ୍ଟରରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା। ବାରଙ୍ଗ ରତାଗଡ଼ ଲୋକଙ୍କର ବହୁ ସ୍ୱପ୍ନ ଥିଲା। ଏଠାରେ ୨୫ ଏକର ଜମିରେ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଂଟର ହେବ। ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଥିଲେ। ହେଲେ ଏବେ ସେଠାରେ ସେ ପଥର ଖୋଜିଲେ ବି ମିଳୁନାହିଁ। ଟାଟା ପ୍ରକଳ୍ପରୁ ଓହରିଯାଇଥିବା କୁହାଯାଉଛି।

cancer hospital

Debendra Prusty
  • Published: Friday, 09 September 2022
  • , Updated: 09 September 2022, 01:43 PM IST

୨୦୧୯ରେ ଫେବ୍ରୁଆରୀ ୧୭ ତାରିଖ। ଏଠାରେ ହେଲିକପ୍ଟରରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା। ବାରଙ୍ଗ ରତାଗଡ଼ ଲୋକଙ୍କର ବହୁ ସ୍ୱପ୍ନ ଥିଲା। ଏଠାରେ ୨୫ ଏକର ଜମିରେ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଂଟର ହେବ। ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଥିଲେ। ହେଲେ ଏବେ ସେଠାରେ ସେ ପଥର ଖୋଜିଲେ ବି ମିଳୁନାହିଁ। ଟାଟା ପ୍ରକଳ୍ପରୁ ଓହରିଯାଇଥିବା କୁହାଯାଉଛି।

https://youtu.be/rh-WidWXIcs

Related story