Advertisment

କୁଆଡ଼େ ଗଲା ବାରଙ୍ଗ କ୍ୟାନସର ହସ୍ପିଟାଲ?

୨୦୧୯ରେ ଫେବ୍ରୁଆରୀ ୧୭ ତାରିଖ। ଏଠାରେ ହେଲିକପ୍ଟରରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା। ବାରଙ୍ଗ ରତାଗଡ଼ ଲୋକଙ୍କର ବହୁ ସ୍ୱପ୍ନ ଥିଲା। ଏଠାରେ ୨୫ ଏକର ଜମିରେ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଂଟର ହେବ। ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଥିଲେ। ହେଲେ ଏବେ ସେଠାରେ ସେ ପଥର ଖୋଜିଲେ ବି ମିଳୁନାହିଁ। ଟାଟା ପ୍ରକଳ୍ପରୁ ଓହରିଯାଇଥିବା କୁହାଯାଉଛି।

କୁଆଡ଼େ ଗଲା ବାରଙ୍ଗ କ୍ୟାନସର ହସ୍ପିଟାଲ?

cancer hospital

Advertisment

୨୦୧୯ରେ ଫେବ୍ରୁଆରୀ ୧୭ ତାରିଖ। ଏଠାରେ ହେଲିକପ୍ଟରରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା। ବାରଙ୍ଗ ରତାଗଡ଼ ଲୋକଙ୍କର ବହୁ ସ୍ୱପ୍ନ ଥିଲା। ଏଠାରେ ୨୫ ଏକର ଜମିରେ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଂଟର ହେବ। ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଥିଲେ। ହେଲେ ଏବେ ସେଠାରେ ସେ ପଥର ଖୋଜିଲେ ବି ମିଳୁନାହିଁ। ଟାଟା ପ୍ରକଳ୍ପରୁ ଓହରିଯାଇଥିବା କୁହାଯାଉଛି।

Advertisment

Barang Tata Cancer Hospital Odisha Cancer Hospital Tata Cancer Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe