Advertisment

କୁଆଡ଼େ ଗଲା ଟ୍ରେନ ଡ୍ରାଇଭର?

କୋରେଇ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ପରେ ସାଧାରଣରେ କେବଳ ଗୋଟିଏ ଚର୍ଚ୍ଚା ଯେ କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା ? ଏମିତି ଏକ ଦୁର୍ଘଟଣା ପାଇଁ ଦାୟୀ କିଏ? କେମିତି ରେଳ ଷ୍ଟେସନ୍‌ ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍‌? ଦୁର୍ଘଟଣା ବେଳେ ଟ୍ରେନର ବେଗ ସାମାନ୍ୟରୁ ଅଧିକ ଥିଲା କି? ଦୁର୍ଘଟଣା ପରେ କୁଆଡ଼େ ଗଲା ଟ୍ରେନ ଚାଳକ?

author-image
Debendra Prusty
କୁଆଡ଼େ ଗଲା ଟ୍ରେନ ଡ୍ରାଇଭର?

train

କୋରେଇ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ପରେ ସାଧାରଣରେ କେବଳ ଗୋଟିଏ ଚର୍ଚ୍ଚା ଯେ କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା ? ଏମିତି ଏକ ଦୁର୍ଘଟଣା ପାଇଁ ଦାୟୀ କିଏ? କେମିତି ରେଳ ଷ୍ଟେସନ୍‌ ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍‌? ଦୁର୍ଘଟଣା ବେଳେ ଟ୍ରେନର ବେଗ ସାମାନ୍ୟରୁ ଅଧିକ ଥିଲା କି? ଦୁର୍ଘଟଣା ପରେ କୁଆଡ଼େ ଗଲା ଟ୍ରେନ ଚାଳକ?

Advertisment

Train Accident Korei Train Accident Goods Train Accident