/odisha-reporter/media/post_attachments/uploads/2023/01/garbage.jpg)
garbage
ବିଶ୍ୱ କପ୍ ହକି ପାଇଁ ସବୁ ରାସ୍ତା ଚକାଚକ୍। କାନ୍ଥବାଡ଼ ସବୁ ସୁନ୍ଦର। ସବୁଠି ଲାଗିଛି ଭଳି କି ଭଳି କି ଫୁଲ ଗଛ। ଅପରିଷ୍କାରର ନାଁ ଗନ୍ଧ ନାହିଁ। ଟିକେ କେଉଁଠି ଅଳିଆ ପଡ଼ିଲେ ସାଙ୍ଗେ ସାଙ୍ଗେ ସଫା କରାଯାଉଛି। ହେଲେ ପ୍ରଶ୍ନ ଉଠୁଛି, ଏମିତି କେତେ ଦିନ ରହି ପାରିବ ମୋ ସହର ସୁନ୍ଦର?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
