‘କେଉଁ ଆୱାର୍ଡ ମୁଁ ଜାଣିନି’

ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଆସିଲେ ଆମେ ଫୁଲ ତୋଡ଼ା ଦେବୁ, ସ୍ୱାଗତ କରିବୁ। ମୁଁ ଜାଣିନି ନବୀନ ବାବୁ କେଉଁ ଆୱାର୍ଡ ପାଇଛନ୍ତି। ଏମିତି କହିଥିଲେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ।