Advertisment

କାହାର ହେବେ କଂଗ୍ରେସ କର୍ମୀ?

ପଦ୍ମପୁରରେ କଂଗ୍ରେସ ଭୋଟକୁ ନେଇ ଚାଲିଛି ଅଙ୍କକଷା। ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା। କଂଗ୍ରେସ ଭୋଟର କେଉଁ ପଟକୁ ଢଳିବେ ତାକୁ ନେଇ ବଢିଛି କଳ୍ପନାଜଳ୍ପନା । ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଦଳୀୟ ଭୋଟର ପଟ ପରିବର୍ତ୍ତନ କରିବା ସମ୍ଭାବାନା ବେଶୀ। ଯେଉଁ ଦଳ କଂଗ୍ରେସ ଭୋଟ ହାତେଇବ ତାର ବିଜୟ ସମ୍ଭାବନା ବଢିବ ବୋଲି ଚର୍ଚ୍ଚା ହେଉଛି।

କାହାର ହେବେ କଂଗ୍ରେସ କର୍ମୀ?

congress

Advertisment

ପଦ୍ମପୁରରେ କଂଗ୍ରେସ ଭୋଟକୁ ନେଇ ଚାଲିଛି ଅଙ୍କକଷା। ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା। କଂଗ୍ରେସ ଭୋଟର କେଉଁ ପଟକୁ ଢଳିବେ ତାକୁ ନେଇ ବଢିଛି କଳ୍ପନାଜଳ୍ପନା । ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଦଳୀୟ ଭୋଟର ପଟ ପରିବର୍ତ୍ତନ କରିବା ସମ୍ଭାବାନା ବେଶୀ। ଯେଉଁ ଦଳ କଂଗ୍ରେସ ଭୋଟ ହାତେଇବ ତାର ବିଜୟ ସମ୍ଭାବନା ବଢିବ ବୋଲି ଚର୍ଚ୍ଚା ହେଉଛି।

Advertisment

Congress Vote Bjp BjD Padmapur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe