କିଏ ଖାଉଛନ୍ତି କିନ୍ନର ଟଙ୍କା?

କିନ୍ନର ମାନଙ୍କ ଉନ୍ନତି ପାଇଁ ବିଏମସିରୁ ଆସୁଥିବା ଟଙ୍କାକୁ ସଠିକ୍ ଢଙ୍ଗରେ ଉପଯୋଗ କରାଯାଇନାଥିବା ଅଭିଯୋଗ କରିଛନ୍ତି କିନ୍ନରମାନେ।