Advertisment

କାହା ପାଇଁ ନବୀନ ନିବାସ?

ପ୍ରଶଂସା ସାଉଁଣ୍ଟିବାକୁ ତରତର। ସମସ୍ୟା ନେଇ ଆସିଲେ ଦୂରଦୂର। ଶୁଭେଚ୍ଛା ଦେଲେ ଇନ୍‌, ସମସ୍ୟା ଥିଲେ ଆଉଟ୍‌। ନବୀନ ନିବାସକୁ ଏଣ୍ଟ୍ରି ପାଇଁ ରହୁଛି ଏମିତି ସର୍ତ୍ତ। କାହା ପାଇଁ ଖୋଲୁଛି ତ କାହା ପାଇଁ କବାଟ କିଳୁଛନ୍ତି ମୁଖ୍ୟମନ୍ତ୍ରୀ।

author-image
Debendra Prusty
କାହା ପାଇଁ ନବୀନ ନିବାସ?

naveen

ପ୍ରଶଂସା ସାଉଁଣ୍ଟିବାକୁ ତରତର। ସମସ୍ୟା ନେଇ ଆସିଲେ ଦୂରଦୂର। ଶୁଭେଚ୍ଛା ଦେଲେ ଇନ୍‌, ସମସ୍ୟା ଥିଲେ ଆଉଟ୍‌। ନବୀନ ନିବାସକୁ ଏଣ୍ଟ୍ରି ପାଇଁ ରହୁଛି ଏମିତି ସର୍ତ୍ତ। କାହା ପାଇଁ ଖୋଲୁଛି ତ କାହା ପାଇଁ କବାଟ କିଳୁଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

Naveen Patnaik BjD Naveen Nivas