/odisha-reporter/media/post_attachments/uploads/2022/12/mamita-3.jpg)
mamita
ରାଜ୍ୟ ଫରେନସିକ୍ ଲ୍ୟାବରେ ମ୍ୟାଚ୍ କଲା ଡିଏନ୍ଏ। ହାଇଦ୍ରାବାଦ କେନ୍ଦ୍ର ଫରେନସିକ୍ ଲ୍ୟାବରେ ମିସମ୍ୟାଚ୍। ଗୋଟିଏ ରିପୋର୍ଟ କହୁଛି ଏହା ମମିତାଙ୍କ ହାଡ଼ ବୋଲି। ଆଉ ଗୋଟିଏରେ କେମିତି ଆସୁଛି ନେଗେଟିଭ୍ ରିପୋର୍ଟ? କାହାକୁ ବଞ୍ଚାଇବା ପାଇଁ ଏଭଳି ଗୋଳମାଳିଆ ରିପୋର୍ଟ? ଯଦି ଗୋବିନ୍ଦକୁ ବଞ୍ଚାଇବା ପାଇଁ ଏଭଳି ବିଭ୍ରାନ୍ତି ତିଆରି ହେଲା ତେବେ ସେ ଆତ୍ମହତ୍ୟା କାହିଁକି କଲେ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
