Advertisment

ତାରାଙ୍କୁ ଡରିଗଲେ!

ପଦ୍ମପୁର ଉପ ନିର୍ବାଚନରେ ବଡ଼ ପରାଜୟ ପରେ ଭୁଲରୁ ଶିଖି ଆଗକୁ ଯିବା କଥା ଛାଡ଼ି ରାଜ୍ୟ କଂଗ୍ରେସ ଏବେ ବିଧାୟକଙ୍କ ଉପରେ ରାଗ ସୁଝାଉଛି। ପରାଜୟ ପଛର କାରଣ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ହେଲେ ନିଜ ଦଳର ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି ପାଗ ଭିଡ଼ିଛନ୍ତି।

ତାରାଙ୍କୁ ଡରିଗଲେ!

congress

Congress Pcc Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe