archana
Advertisment
କୁଆଡ଼େ ଗଲା ଅର୍ଚ୍ଚନାଙ୍କ ଦାମୀ ଏଣ୍ଡେଭର୍? କିଏ କେଉଁଠି ଲୁଚାଇଛି? ଲୁଚାଇଥିବା ବ୍ୟକ୍ତି ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? କେବଳ ଗାଡ଼ି ନୁହେଁ ଅର୍ଚ୍ଚନାଙ୍କ ଅନେକ ସାମଗ୍ରୀର ପତ୍ତା ମିଳୁନି। ପ୍ରମାଣ ନଷ୍ଟ ପାଇଁ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଥିଲା ଅନେକ ସମୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/archana-2.jpg)