Advertisment

ବିରଞ୍ଚି ପଛରେ ଓଡ଼ିଶାର ‘ପାର୍ଥ’ କିଏ?

ନିଜ ଗାଁରେ ୨୦ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେଇଛି ବିରଞ୍ଚି ସାହୁ? ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିଲେ ବିରଞ୍ଚି। ବର୍ଷେ ପରେ ବଡ଼ ବଡ଼ିଆଙ୍କ ପାଖରେ ପହଁଚିପାରିଲାନି ଭିଜିଲାନସ। ୧୪ ବର୍ଷରେ ସିଲେକସନ୍ କମିଶନ ୧୨,୭୩୨ଜଣଙ୍କୁ ଦେଇଛି ନିଯୁକ୍ତି।

ବିରଞ୍ଚି ପଛରେ ଓଡ଼ିଶାର ‘ପାର୍ଥ’ କିଏ?

biranchi

Advertisment

ନିଜ ଗାଁରେ ୨୦ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେଇଛି ବିରଞ୍ଚି ସାହୁ? ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିଲେ ବିରଞ୍ଚି। ବର୍ଷେ ପରେ ବଡ଼ ବଡ଼ିଆଙ୍କ ପାଖରେ ପହଁଚିପାରିଲାନି ଭିଜିଲାନସ। ୧୪ ବର୍ଷରେ ସିଲେକସନ୍ କମିଶନ ୧୨,୭୩୨ଜଣଙ୍କୁ ଦେଇଛି ନିଯୁକ୍ତି।

Advertisment

Job Scam Ossc Partha Chaterjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe