/odisha-reporter/media/post_attachments/uploads/2022/12/gobinda-4.jpg)
gobinda
ଘଡ଼ିକେ ବଦଳିଯାଉଛି ଗୋବିନ୍ଦ ମୃତ୍ୟୁର ଅସଲ ପ୍ଲଟ୍। ପ୍ରଥମରୁ ରସିରେ, ପରେ ଆସିଲା ଗାମୁଛାରେ ଫାଶୀ ଲଗାଇଥିଲା ଗୋବିନ୍ଦ। ପୋଷ୍ଟମର୍ଟମ ବେଳର ଫଟୋ କିନ୍ତୁ କହୁଛି କିଛି ଅଲଗା କାହାଣୀ। ଗୋବିନ୍ଦ ବେକର ସରୁ ଦାଗ କୌଣସି ରସିର ହୋଇଥିବା ଚର୍ଚ୍ଚା। ବାରମ୍ୱାର କିଏ ବଦଳାଉଛି ଗୋବିନ୍ଦ ଡେଥ ମିଷ୍ଟ୍ରି ପ୍ଲଟ୍?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
