Advertisment

ବାରମ୍ୱାର ବଦଳୁଛି ଗୋବିନ୍ଦ ଡେଥ୍ ମିଷ୍ଟ୍ରି ପ୍ଲଟ୍!

ଘଡ଼ିକେ ବଦଳିଯାଉଛି ଗୋବିନ୍ଦ ମୃତ୍ୟୁର ଅସଲ ପ୍ଲଟ୍। ପ୍ରଥମରୁ ରସିରେ, ପରେ ଆସିଲା ଗାମୁଛାରେ ଫାଶୀ ଲଗାଇଥିଲା ଗୋବିନ୍ଦ। ପୋଷ୍ଟମର୍ଟମ ବେଳର ଫଟୋ କିନ୍ତୁ କହୁଛି କିଛି ଅଲଗା କାହାଣୀ। ଗୋବିନ୍ଦ ବେକର ସରୁ ଦାଗ କୌଣସି ରସିର ହୋଇଥିବା ଚର୍ଚ୍ଚା। ବାରମ୍ୱାର କିଏ ବଦଳାଉଛି ଗୋବିନ୍ଦ ଡେଥ ମିଷ୍ଟ୍ରି ପ୍ଲଟ୍?

gobinda

Mamit Meher Death Mystery Gobinda Sahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe