ଅଦ୍ୟତନ ହୋଇଛି
maxresdefault
Advertisment
ସରକାରୀ ବାବୁଙ୍କ ଅବହେଳା ଯୋଗୁ ଖତଗଦାରେ ପୋତା ଯାଉଛି ବସ୍ତା ବସ୍ତା ଚୂଡ଼ା। ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ଚୂଡ଼ା ଠିକା ଭାବେ ହିତାଧିକାରୀଙ୍କ ପାଖରେ ପହଞ୍ଚ ପାରିଲା ନାହିଁ। ଶେଷରେ ଚୂଡ଼ାରେ ପୋକ ଲାଗି ଯିବା ପରେ ଏବେ ସେଗୁଡିକୁ ନଷ୍ଟ କରାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/maxresdefault-1.jpg)