/odisha-reporter/media/post_attachments/uploads/2022/11/soumya-1.jpg)
soumya
ସଞ୍ଜୟଙ୍କ ପରେ ସୌମ୍ୟ। କେତେବେଳେ ସରକାର ଉପରେ ତ କେତେବେଳେ ଦଳ ଉପରେ ଅସନ୍ତୋଷ ଝାଡୁଛନ୍ତି ବରିଷ୍ଠ ନେତା। କିଛି ଦିନ ତଳେ ବିଦେଶୀ ଶକ୍ତିଙ୍କୁ ଟାର୍ଗେଟ କରିଥିଲେ ସଞ୍ଜୟ। ଏବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ। ସ୍ୱାଭିମାନୀ ନେତା ଆଉ ସାଲିସ କରିବା ସ୍ଥିତିରେ ନାହାନ୍ତି। ଦଳର କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କ ଉପରେ ପଡୁଛି ବଡ଼ ପ୍ରଭାବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
