l and t
Advertisment
କଟକ ବଡ଼ ମେଡାକାଲରେ ଓବିସିସିର ଟେଣ୍ଡରରେ ଏଲ ଆଣ୍ଡ ଟି କରିଥିବା କାମ ୬ ବର୍ଷ ମଧ୍ୟରେ ଖରାପ ହୋଇଗଲା। କୋଠାରୁ ପାଣି ଗଳୁଥିବା ନେଇ ଏସସିବି କର୍ତ୍ତୃପକ୍ଷ ଆର ଆଣ୍ଡ ବି ଏକଜିକ୍ୟୁଟିଭ ଇଂଜନିୟରଙ୍କୁ ଚିଠି ଲେଖିଛନ୍ତି। ଏପରି ଅନେକ କାମ ଏଲ ଆଣ୍ଡ ଟି ଖରାପ କରୁଥିଲେ ମଧ୍ୟ ତାକୁ ଆଖି ବୁଜି ଦେଇଛନ୍ତି ରାଜ୍ୟ ସରକାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/l-and-t.jpg)