Advertisment

ଲୋକଙ୍କୁ ମଦୁଆ ବନାଇଲା କିଏ?

ଲୋକେ ଔଷଧ କିଣିଲେ ବି MRP ଦେଖି ଔଷଧ କିଣୁଛନ୍ତି? କିନ୍ତୁ ବିଡ଼ମ୍ବନା ଦେଖନ୍ତୁ ଓଡ଼ିଶାରେ ଲୋକେ MRP ଠାରୁ ଅଧିକ ଦାମରେ ମଦ କିଣୁଛନ୍ତି ! ଆଜି MRP ଠାରୁ ଅଧିକ ଦାମରେ କିଣୁଛନ୍ତି, କାଲି ଟଙ୍କା ଅଭାବ ପଡ଼ିଲେ ଭେଜାଲ ମଦ ପିଇବେ? ଓଡ଼ିଶା ଲୋକଙ୍କୁ ମଦୁଆ ବା ନିଶାଖୋର କଲା କିଏ?

author-image
Debendra Prusty
ଲୋକଙ୍କୁ ମଦୁଆ ବନାଇଲା କିଏ?

madua

ଲୋକେ ଔଷଧ କିଣିଲେ ବି MRP ଦେଖି ଔଷଧ କିଣୁଛନ୍ତି? କିନ୍ତୁ ବିଡ଼ମ୍ବନା ଦେଖନ୍ତୁ ଓଡ଼ିଶାରେ ଲୋକେ MRP ଠାରୁ ଅଧିକ ଦାମରେ ମଦ କିଣୁଛନ୍ତି ! ଆଜି MRP ଠାରୁ ଅଧିକ ଦାମରେ କିଣୁଛନ୍ତି, କାଲି ଟଙ୍କା ଅଭାବ ପଡ଼ିଲେ ଭେଜାଲ ମଦ ପିଇବେ? ଓଡ଼ିଶା ଲୋକଙ୍କୁ ମଦୁଆ ବା ନିଶାଖୋର କଲା କିଏ?

Advertisment

Alcoholic Odisha Mrp On Liquor