Advertisment

ଅପପ୍ରଚାର କରୁଛି କିଏ ?

ମୁଖ୍ୟମନ୍ତ୍ରୀ ବିରୋଧିଙ୍କୁ ଅପପ୍ରଚାର କରୁଥିବା କଥା କହିବା ପରେ କଂଗ୍ରେସର ପ୍ରତିକ୍ରିୟା। କରୋନା ଭୟରେ ନିଜେ ମୁଖ୍ୟମନ୍ତ୍ରୀ ବାହାରକୁ ବାହାରୁ ନାହାନ୍ତି। କେବଳ କିଛି ଦଳୀୟ କାର୍ଯ୍ୟକ୍ରମ ବ୍ୟତୀତ କ’ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ।

author-image
Pujarani Nayak
ଅପପ୍ରଚାର କରୁଛି କିଏ ?

APAPRACHAR_PKG_TH

ମୁଖ୍ୟମନ୍ତ୍ରୀ ବିରୋଧିଙ୍କୁ ଅପପ୍ରଚାର କରୁଥିବା କଥା କହିବା ପରେ କଂଗ୍ରେସର ପ୍ରତିକ୍ରିୟା। କରୋନା ଭୟରେ ନିଜେ ମୁଖ୍ୟମନ୍ତ୍ରୀ ବାହାରକୁ ବାହାରୁ ନାହାନ୍ତି। କେବଳ କିଛି ଦଳୀୟ କାର୍ଯ୍ୟକ୍ରମ ବ୍ୟତୀତ କ’ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ।

Advertisment

Odisha Reporter Political News