/odisha-reporter/media/post_attachments/uploads/2022/09/award.jpg)
award
କ୍ୟାପିଟେଲ୍ ଫାଉଣ୍ଡେସନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ଆଓ୍ବାର୍ଡ। ବିଜେଡି କହିଲା ଏହି ପୁରସ୍କାର ପାଇଁ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆ ଗର୍ବିତ। ଏତେ ବଡ଼ ପୁରସ୍କାର ପାଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାଣ୍ଡ ୱେଲକମ୍ କରିବା ପାଇଁ ଦଳ କରିଛି ବ୍ୟାପକ ଆୟୋଜନ। ତେବେ ବିରୋଧୀ ଯେଉଁ ପ୍ରଶ୍ନ କରିଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କଣ ଏହି ପୁରସ୍କାର ଏତେ ବଡ଼?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
