Advertisment

ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ତ କରୁଛି କିଏ?

କ୍ୟାପିଟେଲ୍ ଫାଉଣ୍ଡେସନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ଆଓ୍ବାର୍ଡ। ବିଜେଡି କହିଲା ଏହି ପୁରସ୍କାର ପାଇଁ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆ ଗର୍ବିତ। ଏତେ ବଡ଼ ପୁରସ୍କାର ପାଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାଣ୍ଡ ୱେଲକମ୍ କରିବା ପାଇଁ ଦଳ କରିଛି ବ୍ୟାପକ ଆୟୋଜନ। ତେବେ ବିରୋଧୀ ଯେଉଁ ପ୍ରଶ୍ନ କରିଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କଣ ଏହି ପୁରସ୍କାର ଏତେ ବଡ଼?

ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ତ କରୁଛି କିଏ?

award

Advertisment

କ୍ୟାପିଟେଲ୍ ଫାଉଣ୍ଡେସନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ଆଓ୍ବାର୍ଡ। ବିଜେଡି କହିଲା ଏହି ପୁରସ୍କାର ପାଇଁ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆ ଗର୍ବିତ। ଏତେ ବଡ଼ ପୁରସ୍କାର ପାଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାଣ୍ଡ ୱେଲକମ୍ କରିବା ପାଇଁ ଦଳ କରିଛି ବ୍ୟାପକ ଆୟୋଜନ। ତେବେ ବିରୋଧୀ ଯେଉଁ ପ୍ରଶ୍ନ କରିଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କଣ ଏହି ପୁରସ୍କାର ଏତେ ବଡ଼?

Advertisment

Naveen Patnaik Life Time Achievement Award Belittling The Cm
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe