ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର, ଗହନ ବନରେ ଆଚ୍ଛାଦିତ, ରାଜ୍ୟର ଉଚ୍ଚତମ ପର୍ବତ ଦେଓମାଳୀ ରାଜ୍ୟ ସରାକରଙ୍କୁ ଦେଖି ହସୁଥିବ। ପର୍ଯ୍ୟଟନ ମନ୍ତ୍ରୀ ଜାଣିନାହାନ୍ତି ଏହା ଦ୍ୱାରା କେତେ ଟଙ୍କା ଆୟ କରୁଛନ୍ତି ସରକାର। ଦେଓମାଳୀ ନା ଜଙ୍ଗଲ ବିଭାଗ ଅଧୀନରେ ଅଛି ନା ରାଜସ୍ୱ ବିଭାଗ ଅଧୀନରେ?
https://youtu.be/hUXEpeZzrPg