Advertisment

ଆକ୍ରମଣ ପଛରେ କିଏ?

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କରିବାକୁ ହୋଇଥିଲା ପୂର୍ବ ଯୋଜନା। ବିଜେଡି ନେତା ଧର୍ମରାଜ ରେଡ୍ଡି ଜଣେ କର୍ମୀଙ୍କ ସହ ଏ ସମ୍ପର୍କରେ କଥା ହେଉଥିବାର ଏକ ଅଡିଓ ଭାଇରାଲ ହେଉଛି। ତେବେ ଏହି ଅଡିଓ ପଛରେ କେତେ ସତ୍ୟତା ରହିଛି ଆଉ କିଏ ଭାଇରାଲ କରିଛି ଜଣାପଡି ନାହିଁ। ଏ ସମ୍ପର୍କରେ ଧର୍ମରାଜଙ୍କୁ ଆମେ ଯୋଗାଯୋଗ କରିଥିଲୁ, ସେ କହିଛନ୍ତି ତଦନ୍ତ ହେଲେ ଏହା ସ୍ପଷ୍ଟ ହେବ।

ଆକ୍ରମଣ ପଛରେ କିଏ?

dharmaraj

Pradip Panigrahi Gopalpur Mla Attack On Mla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe