ଦେଶ news କିଏ ସେହି କଳାପାହାଡ଼? ଗତ ଏପ୍ରିଲ ମାସରେ ଜଣେ ଯୁବକ ଶ୍ରୀମନ୍ଦିର ରୋଷଘରେ ପଶି ଉତ୍ପାତ ମଚାଇଥିଲା। ଆଉ ଏବେ ପୁଣି ସେହି ସମାନ ଘଟଣା। ଭଙ୍ଗାଯାଇଛି ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି। ହେଲେ ଏଥର କେହି ଜଣେ ସେବାୟତ ଏଭଳି କାଣ୍ଡ କରିଥିବା ଅଭିଯୋଗ ହେଉଛି। Debendra Prusty 04 Jul 2022 10:49 IST chuliଗତ ଏପ୍ରିଲ ମାସରେ ଜଣେ ଯୁବକ ଶ୍ରୀମନ୍ଦିର ରୋଷଘରେ ପଶି ଉତ୍ପାତ ମଚାଇଥିଲା। ଆଉ ଏବେ ପୁଣି ସେହି ସମାନ ଘଟଣା। ଭଙ୍ଗାଯାଇଛି ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି। ହେଲେ ଏଥର କେହି ଜଣେ ସେବାୟତ ଏଭଳି କାଣ୍ଡ କରିଥିବା ଅଭିଯୋଗ ହେଉଛି।Advertisment Gundicha Rosaghar Chuli Kalapahad Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ