Advertisment

କିଏ ସେହି କଳାପାହାଡ଼?

ଗତ ଏପ୍ରିଲ ମାସରେ ଜଣେ ଯୁବକ ଶ୍ରୀମନ୍ଦିର ରୋଷଘରେ ପଶି ଉତ୍ପାତ ମଚାଇଥିଲା। ଆଉ ଏବେ ପୁଣି ସେହି ସମାନ ଘଟଣା। ଭଙ୍ଗାଯାଇଛି ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି। ହେଲେ ଏଥର କେହି ଜଣେ ସେବାୟତ ଏଭଳି କାଣ୍ଡ କରିଥିବା ଅଭିଯୋଗ ହେଉଛି।

କିଏ ସେହି କଳାପାହାଡ଼?

chuli

Advertisment

ଗତ ଏପ୍ରିଲ ମାସରେ ଜଣେ ଯୁବକ ଶ୍ରୀମନ୍ଦିର ରୋଷଘରେ ପଶି ଉତ୍ପାତ ମଚାଇଥିଲା। ଆଉ ଏବେ ପୁଣି ସେହି ସମାନ ଘଟଣା। ଭଙ୍ଗାଯାଇଛି ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି। ହେଲେ ଏଥର କେହି ଜଣେ ସେବାୟତ ଏଭଳି କାଣ୍ଡ କରିଥିବା ଅଭିଯୋଗ ହେଉଛି।

Advertisment

Kalapahad Gundicha Rosaghar Chuli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe