Advertisment

‘ଯିଏ ଆସିବେ ଗିରଫ ହେବେ’

ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ। ଆନ୍ଦୋଳନ ସ୍ଥଳରେ ୧୪୪ ଧାରା ଜାରି। ୨୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଯଦି ଦରକାର ପଡେ ଆହୁରି ଫୋର୍ସ ମୁତୟନ କରାଯିବ। ଯିଏ ଏଠାକୁ ଆସିବ ତାଙ୍କୁ ନିଶ୍ଚିତ ଗିରଫ କରିବୁ ବୋଲି କହିଛନ୍ତି ଏସପି।

‘ଯିଏ ଆସିବେ ଗିରଫ ହେବେ’

advocate

Advertisment

ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ। ଆନ୍ଦୋଳନ ସ୍ଥଳରେ ୧୪୪ ଧାରା ଜାରି। ୨୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଯଦି ଦରକାର ପଡେ ଆହୁରି ଫୋର୍ସ ମୁତୟନ କରାଯିବ। ଯିଏ ଏଠାକୁ ଆସିବ ତାଙ୍କୁ ନିଶ୍ଚିତ ଗିରଫ କରିବୁ ବୋଲି କହିଛନ୍ତି ଏସପି।

Advertisment

Advocates Arrested Advocate Strike Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe