/odisha-reporter/media/post_attachments/uploads/2022/10/bjd-stunt.jpg)
bjd stunt
ସେପଟୁ କାର ଆସୁଛି ଆଉ ଏପଟେ ବିଜୁ ଜନତା ଦଳର କର୍ମୀ ମଝି ରାସ୍ତାରେ ଷ୍ଟଣ୍ଟ କରୁଛନ୍ତି। ଇଏ କଣ ଷ୍ଟଣ୍ଟ କରିବା ଜାଗା? ସାଧାରଣ ଲୋକ ଯିବାଆସିବା କରୁଥିବା ମଝି ରାସ୍ତାରେ କଣ ଏମିତି ଷ୍ଟଣ୍ଟ କରାଯାଏ? ହେଲମେଟ ନ ପିନ୍ଧିଲେ ଫାଇନ ନେବା କଥା, ଲୋକଙ୍କୁ ସଚେତନ କରିବା କଥା, ଏ ସବୁକିଛି ଠିକ୍। ହେଲେ ବିଜେଡ଼ି କର୍ମୀଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
