ସେପଟୁ କାର ଆସୁଛି ଆଉ ଏପଟେ ବିଜୁ ଜନତା ଦଳର କର୍ମୀ ମଝି ରାସ୍ତାରେ ଷ୍ଟଣ୍ଟ କରୁଛନ୍ତି। ଇଏ କଣ ଷ୍ଟଣ୍ଟ କରିବା ଜାଗା? ସାଧାରଣ ଲୋକ ଯିବାଆସିବା କରୁଥିବା ମଝି ରାସ୍ତାରେ କଣ ଏମିତି ଷ୍ଟଣ୍ଟ କରାଯାଏ? ହେଲମେଟ ନ ପିନ୍ଧିଲେ ଫାଇନ ନେବା କଥା, ଲୋକଙ୍କୁ ସଚେତନ କରିବା କଥା, ଏ ସବୁକିଛି ଠିକ୍। ହେଲେ ବିଜେଡ଼ି କର୍ମୀଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ?
https://youtu.be/h5T6Gz9QcqU
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜଧାନୀରୁ ଧରା ହେଲା ୯୦୦ କୋଟି ଟଙ୍କାର କୋକେନ୍
ଦିଲ୍ଲୀରୁ କୋକେନ ଜବତ ହେବାର କିଛି ଘଣ୍ଟା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଗୁଜରାଟ ଏଟିଏସ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା।
National
୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧୦ କୋଟି ଟଙ୍କା
ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର।
National
୨ ଘଣ୍ଟା ଅପେକ୍ଷା କଲେ, ଦିଲ୍ଲୀରୁ ବିମାନ ଆସିବା ପରେ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି ଆଜି ଅପରାହ୍ନର ବିମାନରେ ବସିଥିବା ବେଳେ ଏହା ଦେଓଘର ଏୟାରପୋର୍ଟରୁ ଉଡ଼ାଣ ଭରିବାର ଥିଲା। କିନ୍ତୁ ହଠାତ୍ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।
Crime
ସମାନ ସମୟରେ ମାଂସ ପାଇଁ ଯାଇଥିଲେ, କିନ୍ତୁ ଦୋକାନ ପାଖରେ ଜଣେ ଆଉ ଜଣଙ୍କୁ ହତ୍ୟା କଲେ
ମୀରଟର ୩୫ ବର୍ଷୀୟ ଶାହଜାଦଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି। ଶାହଜାଦ ଓ ଆଉ ଜଣେ ବ୍ୟକ୍ତି ଗୁରୁବାର ମଧ୍ୟାହ୍ନରେ ମାଂସ ଦୋକାନର ମାଲିକ ଗୁଲଜାରଙ୍କ ପାଖରେ ପହଞ୍ଚିଥିଲେ।
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।