Advertisment

ହଟିଲେ ମୁକ୍ତି, ଏବେ ରାଜେନ୍ଦ୍ର ଓ ଡାକ୍ତର ବନ୍ଧୁ!

ଗଣମାଧ୍ୟମରେ ନିଜର ଏବଂ ସ୍ତ୍ରୀଙ୍କ ପ୍ରଶଂସା କରିବା ପଡ଼ିଲା ମହଙ୍ଗା। ଚର୍ଚ୍ଚା ହେଉଛି ବବି ଠିକ ସେ ବୁଝାଇଦେଲେ ଆଶାୟୀ ମୁକ୍ତିଙ୍କୁ। ଧାମନଗର ଆସନ ପାଇଁ ବିଜେଡିରୁ ଆଶାୟୀ ଯେତିକି ଗୋଷ୍ଠୀ କନ୍ଦଳ ବି ସେତିକି। ମୁକ୍ତି କଟିଯିବା ପରେ ଏବେ ଦୌ଼ଡରେ ରାଜୁ ଦାସ ଏବଂ ଡାକ୍ତର ବନ୍ଧୁ। ତେବେ ଦଳ ଏମାନଙ୍କୁ ଭରସା କରିବ ନା ଆଉ କିଏ ନୂଆ ହେବ।

author-image
Debendra Prusty
ହଟିଲେ ମୁକ୍ତି, ଏବେ ରାଜେନ୍ଦ୍ର ଓ ଡାକ୍ତର ବନ୍ଧୁ!

dhamnagar

ଗଣମାଧ୍ୟମରେ ନିଜର ଏବଂ ସ୍ତ୍ରୀଙ୍କ ପ୍ରଶଂସା କରିବା ପଡ଼ିଲା ମହଙ୍ଗା। ଚର୍ଚ୍ଚା ହେଉଛି ବବି ଠିକ ସେ ବୁଝାଇଦେଲେ ଆଶାୟୀ ମୁକ୍ତିଙ୍କୁ। ଧାମନଗର ଆସନ ପାଇଁ ବିଜେଡିରୁ ଆଶାୟୀ ଯେତିକି ଗୋଷ୍ଠୀ କନ୍ଦଳ ବି ସେତିକି। ମୁକ୍ତି କଟିଯିବା ପରେ ଏବେ ଦୌ଼ଡରେ ରାଜୁ ଦାସ ଏବଂ ଡାକ୍ତର ବନ୍ଧୁ। ତେବେ ଦଳ ଏମାନଙ୍କୁ ଭରସା କରିବ ନା ଆଉ କିଏ ନୂଆ ହେବ।

Advertisment

Dhamnagar Bye Poll Bjd By Poll