Advertisment

କାହାକୁ ଭରସା କରିବେ ପଦ୍ମପୁର ଭୋଟର?

ଅନେକ ଘଣ୍ଟା ଚକଟା ପରେ ବିଜେଡି ଘୋଷଣା କରିଛି ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ। ଭରସା କରିଛି ବରିହା ପରିବାର ଉପରେ। କୌଣସି ରିସ୍କ ନନେଇ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଟିକଟ୍‌ ଦେଇଛି ଦଳ।

author-image
Debendra Prusty
କାହାକୁ ଭରସା କରିବେ ପଦ୍ମପୁର ଭୋଟର?

bharasa

ଅନେକ ଘଣ୍ଟା ଚକଟା ପରେ ବିଜେଡି ଘୋଷଣା କରିଛି ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ। ଭରସା କରିଛି ବରିହା ପରିବାର ଉପରେ। କୌଣସି ରିସ୍କ ନନେଇ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଟିକଟ୍‌ ଦେଇଛି ଦଳ।

Advertisment

Bjp BjD Padmapur By Poll Odisha By Poll