Advertisment

'ଯିଏ ଆସିବ ଆସ ମୁଁ ଅଛି ପଦ୍ମପୁର ଛକରେ'

ରାଜ୍ୟ ସରକାର ରେଲୱେ ବୋର୍ଡକୁ ଏବେ ପର୍ଯ୍ୟନ୍ତ ଜମି ଦେଇନାହାନ୍ତି। ରାଜ୍ୟ ସରକାର ଜମି ପ୍ରଦାନରେ ବିଫଳତା । ତେଣୁ ରେଳ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବରଗଡ଼ ପଦ୍ମପୁରରେ ରେଳ ପ୍ରକଳ୍ପକୁ ନେଇ ପଦ୍ମପୁର ଛକରେ ବିତର୍କ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ସାଂସଦ ସୂରେଶ ପୂଜାରୀ।

'ଯିଏ ଆସିବ ଆସ ମୁଁ ଅଛି ପଦ୍ମପୁର ଛକରେ'

pujari

Advertisment

ରାଜ୍ୟ ସରକାର ରେଲୱେ ବୋର୍ଡକୁ ଏବେ ପର୍ଯ୍ୟନ୍ତ ଜମି ଦେଇନାହାନ୍ତି। ରାଜ୍ୟ ସରକାର ଜମି ପ୍ରଦାନରେ ବିଫଳତା । ତେଣୁ ରେଳ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବରଗଡ଼ ପଦ୍ମପୁରରେ ରେଳ ପ୍ରକଳ୍ପକୁ ନେଇ ପଦ୍ମପୁର ଛକରେ ବିତର୍କ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ସାଂସଦ ସୂରେଶ ପୂଜାରୀ।

Advertisment

Odisha Railway Project Suresh Pujari Padmapur By Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe