Advertisment

କିଏ ଆଗ ? ବାପା ନା ଦଳ

ଦ୍ବନ୍ଦରେ ପଡିଛନ୍ତି ବିଜେପି ସାଂସଦ ଜୟନ୍ତ ସିହ୍ନା। ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ ଦେବେ । ଗୋଟିଏ ପଟେ ବାପା ଆଉ ଗୋଟିଏ ପଟେ ଦଳ। କାହାକୁ ବାଛିବେ ସାଂସଦ ଜୟନ୍ତ ସିହ୍ନା? ପରିବାର ଓ ପାର୍ଟି ମଧ୍ୟରେ ଗୋଟିଏ ପକ୍ଷକୁ ସେ ବାଛିବେ ।

author-image
Debendra Prusty
କିଏ ଆଗ ? ବାପା ନା ଦଳ

jayant

ଦ୍ବନ୍ଦରେ ପଡିଛନ୍ତି ବିଜେପି ସାଂସଦ ଜୟନ୍ତ ସିହ୍ନା। ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ ଦେବେ । ଗୋଟିଏ ପଟେ ବାପା ଆଉ ଗୋଟିଏ ପଟେ ଦଳ। କାହାକୁ ବାଛିବେ ସାଂସଦ ଜୟନ୍ତ ସିହ୍ନା? ପରିବାର ଓ ପାର୍ଟି ମଧ୍ୟରେ ଗୋଟିଏ ପକ୍ଷକୁ ସେ ବାଛିବେ ।

Advertisment

Jayant Sihna Presidential Poll Yashwant Sihna