archana khaga
ଇଏ ହେଉଛି ମଞ୍ଚେଶ୍ୱର ହାଇଟେକ ରୋଡରେ ଥିବା ଅର୍ଚ୍ଚନାଙ୍କ ପୁରୁଣା ଗାଡ଼ି ଶୋ ରୁମ ସୁପ୍ରିମ ପ୍ରିମିୟମ। ଦୀର୍ଘଦିନ ଧରି ଏହାକୁ ଚଳାଇ ଆସୁଥିଲେ ନାଗ ଦମ୍ପତି। ପରବର୍ତ୍ତୀ ସମୟରେ ଖଗେଶ୍ୱର ନାମକ ଜଣେ ଯୁବକଙ୍କୁ ଶୋ ରୁମ ସମ୍ଭାଳିବାକୁ ଦିଆଯାଇଥିଲା। ତେବେ କିଏ ଏ ଖଗେଶ୍ୱର?
Advertisment