Advertisment

କାହିଁକି ସମ୍ପତ୍ତି ଲୁଚାଉଛନ୍ତି ଆଇଏଏସ୍?

ସରପଂଚଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ଜନପ୍ରତିନିଧି ସର୍ବସାଧାରଣରେ ସମ୍ପତ୍ତି ତାଲିକା ପ୍ରକାଶ ପାଇବ। ସେମିତି ରାଜ୍ୟରେ ପିଅନଠାରୁ ମୁଖ୍ୟସଚିବଙ୍କ ପର୍ଯ୍ୟନ୍ତ ସବୁ ଅଫିସରଙ୍କ ସମ୍ପତ୍ତି ତାଲିକା ମଧ୍ୟ ୱେବସାଇଟରେ ସର୍ବସାଧାରଣରେ ପ୍ରକାଶ ପାଇବ ବୋଲି ୨୦୨୦ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ପତ୍ତି ତାଲିକାର ନକଲ ମଧ୍ୟ ଲୋକାୟୁକ୍ତଙ୍କୁ ଦେବାକୁ ନିୟମ ରହିଛି। ହେଲେ ଦେଖାଯାଉଛି ସେମାନେ ସେମାନଙ୍କର ସଚଳ ବା ମୁଭେବଲ ପ୍ରପର୍ଟି ଉପରେ ସର୍ବସାଧାରଣରେ କିଛି ସୂଚନା ଦେଉନାହାନ୍ତି।

author-image
Debendra Prusty
କାହିଁକି ସମ୍ପତ୍ତି ଲୁଚାଉଛନ୍ତି ଆଇଏଏସ୍?

ias

ସରପଂଚଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ଜନପ୍ରତିନିଧି ସର୍ବସାଧାରଣରେ ସମ୍ପତ୍ତି ତାଲିକା ପ୍ରକାଶ ପାଇବ। ସେମିତି ରାଜ୍ୟରେ ପିଅନଠାରୁ ମୁଖ୍ୟସଚିବଙ୍କ ପର୍ଯ୍ୟନ୍ତ ସବୁ ଅଫିସରଙ୍କ ସମ୍ପତ୍ତି ତାଲିକା ମଧ୍ୟ ୱେବସାଇଟରେ ସର୍ବସାଧାରଣରେ ପ୍ରକାଶ ପାଇବ ବୋଲି ୨୦୨୦ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ପତ୍ତି ତାଲିକାର ନକଲ ମଧ୍ୟ ଲୋକାୟୁକ୍ତଙ୍କୁ ଦେବାକୁ ନିୟମ ରହିଛି। ହେଲେ ଦେଖାଯାଉଛି ସେମାନେ ସେମାନଙ୍କର ସଚଳ ବା ମୁଭେବଲ ପ୍ରପର୍ଟି ଉପରେ ସର୍ବସାଧାରଣରେ କିଛି ସୂଚନା ଦେଉନାହାନ୍ତି।

Advertisment

Movable Property Odisha Ias Officers Ias Property List