Advertisment

କାହିଁକି ହାରିଲା ବିଜେପି?

ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ। ସବୁବେଳେ ଲୋକଙ୍କ ସହ ଜଡ଼ିତ। ଲୋକଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି। ଯେତେବେଳେ ଟିମ ବିଜେଡି ପଦ୍ମପୁରରେ ପହଞ୍ଚି ନଥିଲା ସେତେବଳେ ଚର୍ଚ୍ଚା ହେଉଥିଲା ୬୦-୪୦ କଥା। ମାନେ ବିଜେପିର ବିଜୟ ସମ୍ଭାବନା ୬୦ ଏବଂ ବିଜେଡିର ୪୦ ବୋଲି। କିନ୍ତୁ ଗଣତି ଶେଷରେ ୪୦ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ।

କାହିଁକି ହାରିଲା ବିଜେପି?

pradip

Padmapur Bjp BjD Pradip Purohit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe