/odisha-reporter/media/post_attachments/uploads/2022/11/gangadhar.jpg)
gangadhar
ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କ ଶୋ ରୁମରୁ ଗାଡ଼ି କିଣି ନାହାନ୍ତି ଅର୍ଚ୍ଚନା। ଏପରିକି ତାଙ୍କର ଦାମୀ ଲାଣ୍ଡରୋଭର ଗାଡ଼ି ବି ନୁହେଁ। ହେଲେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ କିନ୍ତୁ ଲଗାତର ଟଙ୍କା ପଠାଇ ଚାଲିଥିଲେ ଗଙ୍ଗାଧର। ପ୍ରାୟ ୩୦ ଲକ୍ଷ ଟଙ୍କା ପଠାଇଥିବା ଚର୍ଚ୍ଚା ହେଉଛି। ବଡ଼ କଥା ହେଉଛି ଶୋ ରୁମ ଆକାଉଣ୍ଟରୁ ଏହି ଟଙ୍କା ପଠାଯାଇଛି। ଇଡିରେ ସେ କାଳେ କହିଛନ୍ତି, ଗାଡ଼ି ପାଇଁ ଅର୍ଚ୍ଚନା ଟଙ୍କା ଦେଇଥିଲେ, କିଣିଲେ ନାହିଁ, ତେଣୁ ଟଙ୍କା ଫେରସ୍ତ ଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
