Advertisment

ଅର୍ଚ୍ଚନାଙ୍କୁ କାହିଁକି ୩୦ ଲକ୍ଷ ଦେଇଥିଲେ ବିଜେଡି ବିଧାୟକଙ୍କ ଭାଇ?

ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କ ଶୋ ରୁମରୁ ଗାଡ଼ି କିଣି ନାହାନ୍ତି ଅର୍ଚ୍ଚନା। ଏପରିକି ତାଙ୍କର ଦାମୀ ଲାଣ୍ଡରୋଭର ଗାଡ଼ି ବି ନୁହେଁ। ହେଲେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ କିନ୍ତୁ ଲଗାତର ଟଙ୍କା ପଠାଇ ଚାଲିଥିଲେ ଗଙ୍ଗାଧର। ପ୍ରାୟ ୩୦ ଲକ୍ଷ ଟଙ୍କା ପଠାଇଥିବା ଚର୍ଚ୍ଚା ହେଉଛି। ବଡ଼ କଥା ହେଉଛି ଶୋ ରୁମ ଆକାଉଣ୍ଟରୁ ଏହି ଟଙ୍କା ପଠାଯାଇଛି। ଇଡିରେ ସେ କାଳେ କହିଛନ୍ତି, ଗାଡ଼ି ପାଇଁ ଅର୍ଚ୍ଚନା ଟଙ୍କା ଦେଇଥିଲେ, କିଣିଲେ […]

ଅର୍ଚ୍ଚନାଙ୍କୁ କାହିଁକି ୩୦ ଲକ୍ଷ ଦେଇଥିଲେ ବିଜେଡି ବିଧାୟକଙ୍କ ଭାଇ?

gangadhar

Advertisment

ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କ ଶୋ ରୁମରୁ ଗାଡ଼ି କିଣି ନାହାନ୍ତି ଅର୍ଚ୍ଚନା। ଏପରିକି ତାଙ୍କର ଦାମୀ ଲାଣ୍ଡରୋଭର ଗାଡ଼ି ବି ନୁହେଁ। ହେଲେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ କିନ୍ତୁ ଲଗାତର ଟଙ୍କା ପଠାଇ ଚାଲିଥିଲେ ଗଙ୍ଗାଧର। ପ୍ରାୟ ୩୦ ଲକ୍ଷ ଟଙ୍କା ପଠାଇଥିବା ଚର୍ଚ୍ଚା ହେଉଛି। ବଡ଼ କଥା ହେଉଛି ଶୋ ରୁମ ଆକାଉଣ୍ଟରୁ ଏହି ଟଙ୍କା ପଠାଯାଇଛି। ଇଡିରେ ସେ କାଳେ କହିଛନ୍ତି, ଗାଡ଼ି ପାଇଁ ଅର୍ଚ୍ଚନା ଟଙ୍କା ଦେଇଥିଲେ, କିଣିଲେ ନାହିଁ, ତେଣୁ ଟଙ୍କା ଫେରସ୍ତ ଦେଇଛି।

Advertisment

BjD Bjd Mla Archana Nag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe