Advertisment

ଛୁଟି ମାଗୁଛନ୍ତି ରାଜଧାନୀର ପୋଲିସ ବାବୁ

ରାଜ୍ୟର ହାଇପ୍ରୋଫାଇଲ ସେକ୍ସ ରାକେଟ୍। କୋଟିକୋଟିର କାରବାର, ବଡ଼ବଡ଼ ଲୋକଙ୍କ ସମ୍ପୃକ୍ତି। ସିଣ୍ଡିକେଟର ମାଲିକାଣୀ ଏବେ ଜେଲରେ। ଗ୍ରାହକଙ୍କ ନାଁ ସାମ୍ନାକୁ ଆସିବ ତ? ବିଜେଡ଼ିର ବଡ଼ ବଡ଼ ନେତାଙ୍କ ସହ ଥିଲା ଅର୍ଚ୍ଚନାଙ୍କ ସମ୍ପର୍କ! ବଡ଼ ବଡ଼ ନାଁ ଶୁଣି ପୋଲିସ ବି ଚାପରେ! ବଡ଼ ଅଧିକାରୀ କୁଆଡ଼େ ଛୁଟି ମାଗୁଛନ୍ତି। ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁଛନ୍ତି!

author-image
Debendra Prusty
ଛୁଟି ମାଗୁଛନ୍ତି ରାଜଧାନୀର ପୋଲିସ ବାବୁ

archana police

ରାଜ୍ୟର ହାଇପ୍ରୋଫାଇଲ ସେକ୍ସ ରାକେଟ୍। କୋଟିକୋଟିର କାରବାର, ବଡ଼ବଡ଼ ଲୋକଙ୍କ ସମ୍ପୃକ୍ତି। ସିଣ୍ଡିକେଟର ମାଲିକାଣୀ ଏବେ ଜେଲରେ। ଗ୍ରାହକଙ୍କ ନାଁ ସାମ୍ନାକୁ ଆସିବ ତ? ବିଜେଡ଼ିର ବଡ଼ ବଡ଼ ନେତାଙ୍କ ସହ ଥିଲା ଅର୍ଚ୍ଚନାଙ୍କ ସମ୍ପର୍କ! ବଡ଼ ବଡ଼ ନାଁ ଶୁଣି ପୋଲିସ ବି ଚାପରେ! ବଡ଼ ଅଧିକାରୀ କୁଆଡ଼େ ଛୁଟି ମାଗୁଛନ୍ତି। ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁଛନ୍ତି!

Advertisment

Police Under Pressure Archan Nag Episode Bhubaneswar Police