Advertisment

‘ନବୀନ କୁହନ୍ତୁ ପୋପ୍‌ଙ୍କୁ କାହିଁକି ଭେଟିଥିଲେ’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପ୍‌ଙ୍କୁ ଭେଟିବାର ଆବଶ୍ୟକତା କଣ ରହିଛି? ଲମ୍ବା ଲାଇନ୍‌ରେ ଠିଆ ହୋଇ କାହିଁକି ଭେଟିଛନ୍ତି? କେଉଁଦିନ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ଯାଇନାହାନ୍ତି, ପୋପ୍‌ଙ୍କୁ କଣ ପାଇଁ ଭେଟିଲେ ନବୀନ ବାବୁ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।

author-image
Debendra Prusty
‘ନବୀନ କୁହନ୍ତୁ ପୋପ୍‌ଙ୍କୁ କାହିଁକି ଭେଟିଥିଲେ’

naveen pope

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପ୍‌ଙ୍କୁ ଭେଟିବାର ଆବଶ୍ୟକତା କଣ ରହିଛି? ଲମ୍ବା ଲାଇନ୍‌ରେ ଠିଆ ହୋଇ କାହିଁକି ଭେଟିଛନ୍ତି? କେଉଁଦିନ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ଯାଇନାହାନ୍ତି, ପୋପ୍‌ଙ୍କୁ କଣ ପାଇଁ ଭେଟିଲେ ନବୀନ ବାବୁ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।

Advertisment

Patnaik And Pope Naveen Patanik