naveen pope
Advertisment
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପ୍ଙ୍କୁ ଭେଟିବାର ଆବଶ୍ୟକତା କଣ ରହିଛି? ଲମ୍ବା ଲାଇନ୍ରେ ଠିଆ ହୋଇ କାହିଁକି ଭେଟିଛନ୍ତି? କେଉଁଦିନ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ଯାଇନାହାନ୍ତି, ପୋପ୍ଙ୍କୁ କଣ ପାଇଁ ଭେଟିଲେ ନବୀନ ବାବୁ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/naveen-pope.jpg)