Advertisment

ରାଇମୋହନ କାହିଁକି ଥାନାକୁ ଯାଇଥିଲେ?

ରାଇମୋହନ ମୃତ୍ୟୁର କିଛି ଦିନ ତଳେ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ। ନିଜର ବ୍ୟକ୍ତିଗତ ସମସ୍ୟାକୁ ନେଇ ଯାଇଥିଲେ ବୋଲି ଡିସିପି କହିଛନ୍ତି। ମୃତ୍ୟୁ ସହିତ ବ୍ୟକ୍ତିଗତ ଘଟଣାର କୌଣସି ଲିଙ୍କ ନଥିବା ମଧ୍ୟ ଡିସିପି କହିଛନ୍ତି। ଅନ୍ୟପଟେ ରାଇମୋହନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। ମୃତ୍ୟୁ ପୂର୍ବରୁ ତାଙ୍କ ବ୍ୟବହାର କିପରି ଥିଲେ ସେନେଇ ତଦନ୍ତ ଚାଲିଛି ବୋଲି ଭୁବନେଶ୍ୱର ଡିସିପି ବୟାନ ଦେଇଛନ୍ତି।

author-image
Debendra Prusty
ରାଇମୋହନ କାହିଁକି ଥାନାକୁ ଯାଇଥିଲେ?

dcp

ରାଇମୋହନ ମୃତ୍ୟୁର କିଛି ଦିନ ତଳେ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ। ନିଜର ବ୍ୟକ୍ତିଗତ ସମସ୍ୟାକୁ ନେଇ ଯାଇଥିଲେ ବୋଲି ଡିସିପି କହିଛନ୍ତି। ମୃତ୍ୟୁ ସହିତ ବ୍ୟକ୍ତିଗତ ଘଟଣାର କୌଣସି ଲିଙ୍କ ନଥିବା ମଧ୍ୟ ଡିସିପି କହିଛନ୍ତି। ଅନ୍ୟପଟେ ରାଇମୋହନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। ମୃତ୍ୟୁ ପୂର୍ବରୁ ତାଙ୍କ ବ୍ୟବହାର କିପରି ଥିଲେ ସେନେଇ ତଦନ୍ତ ଚାଲିଛି ବୋଲି ଭୁବନେଶ୍ୱର ଡିସିପି ବୟାନ ଦେଇଛନ୍ତି।

Advertisment

Ollywood Suicide Raimohan Parida