Advertisment

ଭାରତରେ ବଢୁଛି, ଓଡିଶାରେ ଖସୁଛି

୨୦୧୨ରେ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବରେ ୧ ଥିଲା ଓଡ଼ିଶା। ଏବେ ବିଦେଶୀ ପୁଞ୍ଜି ଆକର୍ଷଣରେ ୧୫ ସ୍ଥାନକୁ ଖସିଗଲା। ପସ୍କୋ, ମିତ୍ତଲର ସ୍ୱପ୍ନ ହଜିଗଲା, ଓହରିଗଲେ ୧୩ କମ୍ପାନୀ। ଚଳିତ ବର୍ଷ ବିଦେଶୀ ପୁଞ୍ଜି ଆକର୍ଷଣରେ ୧ ନମ୍ବରରେ ମହାରାଷ୍ଟ୍ର। ତା’ପରେ ରହିଛି କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ ଓ ହରିୟାନା। ୧୫ଶ ସ୍ଥାନରେ ଓଡ଼ିଶା, ଆସିଛି ମାତ୍ର ୬୫୫ କୋଟି।

author-image
Debendra Prusty
ଭାରତରେ ବଢୁଛି, ଓଡିଶାରେ ଖସୁଛି

fdi

୨୦୧୨ରେ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବରେ ୧ ଥିଲା ଓଡ଼ିଶା। ଏବେ ବିଦେଶୀ ପୁଞ୍ଜି ଆକର୍ଷଣରେ ୧୫ ସ୍ଥାନକୁ ଖସିଗଲା। ପସ୍କୋ, ମିତ୍ତଲର ସ୍ୱପ୍ନ ହଜିଗଲା, ଓହରିଗଲେ ୧୩ କମ୍ପାନୀ। ଚଳିତ ବର୍ଷ ବିଦେଶୀ ପୁଞ୍ଜି ଆକର୍ଷଣରେ ୧ ନମ୍ବରରେ ମହାରାଷ୍ଟ୍ର। ତା’ପରେ ରହିଛି କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ ଓ ହରିୟାନା। ୧୫ଶ ସ୍ଥାନରେ ଓଡ଼ିଶା, ଆସିଛି ମାତ୍ର ୬୫୫ କୋଟି।

Advertisment

Fdi In Odisha Make In Odisha Odisha Industry