ଅଦ୍ୟତନ ହୋଇଛି
Advertisment
ଓଡ଼ିଶାରେ ଆରମ୍ଭ ହେଲା 5G ସେବା। ଭୁବନେଶ୍ୱରରୁ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ କଟକ ଓ ଭୁବନେଶ୍ୱର ସହ ଅନ୍ୟ କିଛି ସହରରେ ଏହି 5G ସେବା ଆରମ୍ଭ ହୋଇଛି। ସାରା ଦେଶର କେତେକ ହାତଗଣତି ସହରରେ କେନ୍ଦ୍ର ସରକାର 5ଜି ସେବା ଆରମ୍ଭ କରିଛନ୍ତି। ବିନା ବଫରିଂ ଏବଂ ବିଜୁଳୀ ବେଗରେ ଇଣ୍ଟରନେଟ୍ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/5G-1-e1672916648251.jpg)