Advertisment

କାହିଁକି ବିଜେଡିର ଦେହ ସହୁନି?

ସାରା ଦେଶର କେତେକ ହାତଗଣତି ସହରରେ କେନ୍ଦ୍ର ସରକାର ୫-ଜି ସେବା ଆରମ୍ଭ କରିଛନ୍ତି। ସେଥିରେ ରାଜ୍ୟର କଟକ ଏବଂ ଭୁବନେଶ୍ୱର ସାମିଲ ହୋଇଛି। ବିନା ବଫରିଂ ଏବଂ ବିଜୁଳି ବେଗରେ ଇଣ୍ଟରନେଟ୍ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିବ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଛନ୍ତି।

author-image
Debendra Prusty
କାହିଁକି ବିଜେଡିର ଦେହ ସହୁନି?

fiveg

ସାରା ଦେଶର କେତେକ ହାତଗଣତି ସହରରେ କେନ୍ଦ୍ର ସରକାର ୫-ଜି ସେବା ଆରମ୍ଭ କରିଛନ୍ତି। ସେଥିରେ ରାଜ୍ୟର କଟକ ଏବଂ ଭୁବନେଶ୍ୱର ସାମିଲ ହୋଇଛି। ବିନା ବଫରିଂ ଏବଂ ବିଜୁଳି ବେଗରେ ଇଣ୍ଟରନେଟ୍ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିବ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଛନ୍ତି।

Advertisment

Bhubaneswar BjD Bjp Dharmendra Pradhan 5G Ashwini Vaishnaw