Advertisment

ପ୍ରତିଦିନ ଅପଡେଟ୍ ନେଉଛନ୍ତି ନବୀନ!

ଧାମନଗର ପରାଜୟ ପରେ ପଦ୍ମପୁର ପ୍ରଚାର କଥା ନିଜେ ବୁଝୁଛନ୍ତି ନବୀନ। ବରିଷ୍ଠ ନେତାଙ୍କୁ ଫୋନ କରି ପ୍ରତିଦିନ ନେଉଛନ୍ତି ଅପଡେଟ୍। ବରିଷ୍ଠ ନେତା ବି ନବୀନଙ୍କୁ ପଦ୍ମପୁର ଆସିବା ଲାଗି ଅନୁରୋଧ କରିଛନ୍ତି। ନବୀନଙ୍କ ନାଁରେ ଭୋଟ୍ ଅଛି, ଆସିଲେ ଦଳ ଜିତିବ ବୋଲି କହୁଛନ୍ତି ବରିଷ୍ଠ ନେତା। ଦଳର ମଙ୍ଗୁଆଳ ସାଜିଥିବା ନେତାଙ୍କ ଉପରେ ଆଉ ନାହିଁ ସେତେ ଭରସା। ହେଲେ ନବୀନ ପଦ୍ମପୁରରେ ପ୍ରଚାର କରିବା ପୂର୍ବରୁ ପାଣିପାଗ ପରଖିବା ପାଇଁ ଦୈନିକ […]

author-image
Debendra Prusty
ପ୍ରତିଦିନ ଅପଡେଟ୍ ନେଉଛନ୍ତି ନବୀନ!

naveen

ଧାମନଗର ପରାଜୟ ପରେ ପଦ୍ମପୁର ପ୍ରଚାର କଥା ନିଜେ ବୁଝୁଛନ୍ତି ନବୀନ। ବରିଷ୍ଠ ନେତାଙ୍କୁ ଫୋନ କରି ପ୍ରତିଦିନ ନେଉଛନ୍ତି ଅପଡେଟ୍। ବରିଷ୍ଠ ନେତା ବି ନବୀନଙ୍କୁ ପଦ୍ମପୁର ଆସିବା ଲାଗି ଅନୁରୋଧ କରିଛନ୍ତି। ନବୀନଙ୍କ ନାଁରେ ଭୋଟ୍ ଅଛି, ଆସିଲେ ଦଳ ଜିତିବ ବୋଲି କହୁଛନ୍ତି ବରିଷ୍ଠ ନେତା। ଦଳର ମଙ୍ଗୁଆଳ ସାଜିଥିବା ନେତାଙ୍କ ଉପରେ ଆଉ ନାହିଁ ସେତେ ଭରସା। ହେଲେ ନବୀନ ପଦ୍ମପୁରରେ ପ୍ରଚାର କରିବା ପୂର୍ବରୁ ପାଣିପାଗ ପରଖିବା ପାଇଁ ଦୈନିକ ଅପ୍‌ଡେଟ୍‌ ନେଉଥିବା ଶୁଣାଯାଏ।

Advertisment

Naveen Patnaik Padmapur BjD