Advertisment

‘ରଣବୀର ତୁମ ଡାଇଲଗ କାହିଁ?’

‘ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉଦଘାଟନ ଉତ୍ସବକୁ ଗୋଟେ ହିରୋକୁ ଆଣିଥିଲ ରଣବୀର ସିଂକୁ। ସେ ଖାଲି ଦୋଳିରୁ ଓହ୍ଲାଇ ପଡ଼ିଲେ, ତ୍ରିରଙ୍ଗା ଧରି ଦୌଡ଼ି ପଳାଇଲେ। ଜଣେ ବଲିଉଡ଼ ହିରୋ ଗୋଟେ ଡାଇଲଗ ମାରିଲାନି!’ ହକି ବିଶ୍ୱ କପ୍‌ ଉଦଘାଟନୀ ଆୟୋଜନ ନେଇ ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

author-image
Debendra Prusty
‘ରଣବୀର ତୁମ ଡାଇଲଗ କାହିଁ?’

sura routray

‘ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉଦଘାଟନ ଉତ୍ସବକୁ ଗୋଟେ ହିରୋକୁ ଆଣିଥିଲ ରଣବୀର ସିଂକୁ। ସେ ଖାଲି ଦୋଳିରୁ ଓହ୍ଲାଇ ପଡ଼ିଲେ, ତ୍ରିରଙ୍ଗା ଧରି ଦୌଡ଼ି ପଳାଇଲେ। ଜଣେ ବଲିଉଡ଼ ହିରୋ ଗୋଟେ ଡାଇଲଗ ମାରିଲାନି!’ ହକି ବିଶ୍ୱ କପ୍‌ ଉଦଘାଟନୀ ଆୟୋଜନ ନେଇ ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Advertisment

Ranvir Singh World Cup Hockey Sura Raoutray