ରତ୍ନଭଣ୍ଡାରର ଦୁର୍ବଳସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏବେ ଉଠିଛି ପ୍ରଶ୍ନ। ମହାପ୍ରଭୁଙ୍କ ଆଦ୍ୟ ସେବକ ମହାରାଜା ଦିବ୍ୟ ସିଂହ ଦେବ କହିବା ପରେ ସବୁ ମହଲରେ ଦେଖାଦେଇଛି ଉଦବେଗ। ଶାସକଦଳର ନେତା ବି ଏବେ ଟାର୍ଗେଟ କରିଛନ୍ତି ସରକାରଙ୍କୁ। କାହିଁକି ରତ୍ନଭଣ୍ଡାର ଖୋଲିବା ନେଇ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ?
https://youtu.be/cpqhjR9_x9I
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
National
ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ଟଳିଲେ ୧୦ ନକ୍ସଲ
ଛତିଶଗଡ଼ର ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆଜି ୧୦ ନକ୍ସଲ ନିପାତ ହୋଇଛନ୍ତି।
National
ବ୍ୟବଚ୍ଛେଦ ପରେ ଚିତାରେ ହଲଚଲ ହେଲା ମୃତଦେହ, ୩ ଡାକ୍ତର ସସ୍ପେଣ୍ଡ
ମୃତଦେହକୁ ଡିପ୍ ଫ୍ରିଜରେ ରଖାଯିବା ପରେ ନିଆଗଲା ଶ୍ମଶାନ । ମାତ୍ର ସେଠାରେ ଚିତା ଉପରେ ଶୋଇଥିବା ମୃତକଙ୍କର ହଠାତ୍ ଶ୍ୱାସ ପ୍ରଶ୍ୱାସ ଚାଲିଲା ଓ ଦେହରେ ହଲଚଲ ଦେଖାଗଲା। ଶେଷରେ ଚିତାରୁ ଉଠାଇ ଆଣି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍, ତା’ ପରେ...
ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍ । ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।
National
ବାଘ ନିକଟରେ ଲଗାଇ ଦେଲେ ବସ୍, ୨ ଗାଇଡ ସମେତ ୪ ସସ୍ପେଣ୍ଡ
ନିୟମ ବାହାରକୁ ଯାଇ ସେମାନେ ପର୍ଯ୍ୟଟକଙ୍କୁ ବାଘଙ୍କ ନିକଟକୁ ନେଇଗଲେ। ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବା ପରେ ସମୁଦାୟ ୪ ବନ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି।