‘ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି?’

ଶାସକଦଳର ନେତା, ମନ୍ତ୍ରୀ ବହୁ ଦୁର୍ନୀତିରେ ଲିପ୍ତ ଥିବାବେଳେ କାହିଁକି ମୁଖ୍ୟମନ୍ତ୍ରୀ ଏନେଇ ମୁହଁ ଖୋଲୁନାହାନ୍ତି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି।