/odisha-reporter/media/post_attachments/uploads/2022/12/dadan.jpg)
dadan
ହାଇସ୍କୁଲ ପରେ ପାଠ ଛାଡ଼ୁଥିବା ୬୮% ପିଲା ଚାହାନ୍ତି ଧନ୍ଦାମୂଳକ ଶିକ୍ଷା। ତିନିଟି ଜିଲ୍ଲାରେ ଅନୁଧ୍ୟାନ ପରେ ଆଇଆଇଏସସି ବେଙ୍ଗାଳୁରୁର ରିପୋର୍ଟ। ହାଇସ୍କୁଲ ପରେ ପାଠ ନ ପଢ଼ିପାରି ଦାଦନ ଖଟିବାକୁ ଯାଉଛନ୍ତି ପିଲା। ଜାତୀୟ ସ୍ତରଠାରୁ ଓଡ଼ିଶା ପିଲା ହାଇସ୍କୁଲ ଛାଡ଼ିବା ହାର ଦୁଇ ଗୁଣରୁ ଅଧିକ। ଜାତୀୟ ହାର ୧୨.୬% ହୋଇଥିଲା ବେଳେ ଓଡ଼ିଶାର ହାର ୨୭.୩%।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
