ପାଠ ଛାଡ଼ି କାହିଁକି ଦାଦନ ଯାଉଛନ୍ତି ସ୍କୁଲ ପିଲା?

ହାଇସ୍କୁଲ ପରେ ପାଠ ଛାଡ଼ୁଥିବା ୬୮% ପିଲା ଚାହାନ୍ତି ଧନ୍ଦାମୂଳକ ଶିକ୍ଷା। ତିନିଟି ଜିଲ୍ଲାରେ ଅନୁଧ୍ୟାନ ପରେ ଆଇଆଇଏସସି ବେଙ୍ଗାଳୁରୁର ରିପୋର୍ଟ। ହାଇସ୍କୁଲ ପରେ ପାଠ ନ ପଢ଼ିପାରି ଦାଦନ ଖଟିବାକୁ ଯାଉଛନ୍ତି ପିଲା। ଜାତୀୟ ସ୍ତରଠାରୁ ଓଡ଼ିଶା ପିଲା ହାଇସ୍କୁଲ ଛାଡ଼ିବା ହାର ଦୁଇ ଗୁଣରୁ ଅଧିକ। ଜାତୀୟ ହାର ୧୨.୬% ହୋଇଥିଲା ବେଳେ ଓଡ଼ିଶାର ହାର ୨୭.୩%।

dadan

Debendra Prusty
  • Published: Friday, 30 December 2022
  • , Updated: 30 December 2022, 01:28 PM IST

ହାଇସ୍କୁଲ ପରେ ପାଠ ଛାଡ଼ୁଥିବା ୬୮% ପିଲା ଚାହାନ୍ତି ଧନ୍ଦାମୂଳକ ଶିକ୍ଷା। ତିନିଟି ଜିଲ୍ଲାରେ ଅନୁଧ୍ୟାନ ପରେ ଆଇଆଇଏସସି ବେଙ୍ଗାଳୁରୁର ରିପୋର୍ଟ। ହାଇସ୍କୁଲ ପରେ ପାଠ ନ ପଢ଼ିପାରି ଦାଦନ ଖଟିବାକୁ ଯାଉଛନ୍ତି ପିଲା। ଜାତୀୟ ସ୍ତରଠାରୁ ଓଡ଼ିଶା ପିଲା ହାଇସ୍କୁଲ ଛାଡ଼ିବା ହାର ଦୁଇ ଗୁଣରୁ ଅଧିକ। ଜାତୀୟ ହାର ୧୨.୬% ହୋଇଥିଲା ବେଳେ ଓଡ଼ିଶାର ହାର ୨୭.୩%।

https://youtu.be/HliU8m5_nwA

Related story